ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କନ୍ନଡ ଭାଷା ଶିକ୍ଷାର ସୃଜନଶୀଳ ପଦ୍ଧତି ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 06 FEB 2023 10:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ରାଜ୍ୟର ଭାଷା ଶିଖିବାକୁ ସର୍ବଦା ଗୁରୁତ୍ୱ ଦେଇଥାନ୍ତି ଓ ନିଜ ଭାଷଣ ଆରମ୍ଭରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୋଟିଏ ଦୁଇଟି ବାକ୍ୟ କହିଥାନ୍ତି । ଆଜି ସେ କନ୍ନଡ ଭାଷା ଶିଖିବାର ମଜାଦାର ଶୈଳୀ ଶେୟାର କରିଛନ୍ତି । 

ଛବି ମାଧ୍ୟମରେ କନ୍ନଡ ବର୍ଣ୍ଣମାଳା ଶିକ୍ଷା ସମ୍ପର୍କରେ କିରଣ କୁମାର ଏସଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାଷା ଶିଖିବାକୁ ମଜାଦାର କରିବା ପାଇଁ ଏକ ସୃଜନଶୀଳ ପଦ୍ଧତି, ଏହି କ୍ଷେତ୍ରରେ ସୁନ୍ଦର କନ୍ନଡ ଭାଷା ଶିଖାଯାଇଛି ।” 

SR


(रिलीज़ आईडी: 1897037) आगंतुक पटल : 166
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Malayalam