ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉର୍ସ ଅବସରରେ ଆଜମେର ଶରିଫ ଦରଘାରେ ଚଢା ଯିବାକୁ ଥିବା ଚାଦର ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 24 JAN 2023 9:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଆଜମେର ଶରିଫ ଦରଘାରେ ଚଢା ଯିବାକୁ ଥିବା ଚାଦର ହସ୍ତାନ୍ତର କରିଛନ୍ତି ।   

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଆଜମେର ଶରିଫ ଦରଘାରେ ଚଢା ଯିବାକୁ ଥିବା ଚାଦର ହସ୍ତାନ୍ତର କଲି । 

 

SR


(रिलीज़ आईडी: 1893806) आगंतुक पटल : 151
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam