ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟ ସ୍ଥାପନା ଦିବସ ଅବସରରେ ହିମାଚଳ ପ୍ରଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 25 JAN 2023 7:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନା ଦିବସ ଅବସରରେ ହିମାଚଳ ପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;          

ସମସ୍ତ ହିମାଚଳବାସୀଙ୍କୁ ପୂର୍ଣ୍ଣ ରାଜସ୍ୱ ଦିବସର ହାର୍ଦ୍ଦିକ ଶୁଭକାମନା । ନୈସର୍ଗିକ ସୌନ୍ଦର୍ଯ୍ୟରେ ସମୃଦ୍ଧ ଏହି ପ୍ରଦେଶର ପରିଶ୍ରମୀ ଲୋକେ ସର୍ବଦା ଦେଶସେବାରେ ସମର୍ପିତ ରହିଛନ୍ତି । ଆଗାମୀ ଦିନରେ ସେମାନେ ସଫଳତାର ନୂତନ ଶୀର୍ଷକୁ ସ୍ପର୍ଶ କରନ୍ତୁ ବୋଲି କାମନା କରୁଛି ।

 

SR


(रिलीज़ आईडी: 1893716) आगंतुक पटल : 172
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam