ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ସ୍ଥାପନ ଦିବସ ଅବସରରେ ତ୍ରିପୁରାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 21 JAN 2023 6:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନ ଦିବସ ଅବସରରେ ତ୍ରିପୁରାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 

“ରାଜ୍ୟ ସ୍ଥାପନ ଦିବସ ଅବସରରେ ତ୍ରିପୁରାବାସୀଙ୍କୁ ଶୁଭକାମନା । ତ୍ରିପୁରାର ସମୃଦ୍ଧି ପଥରେ ବିଗତ ୫ ବର୍ଷ ବେଶ ଗୁରୁତ୍ୱପୂର୍ଣ୍ଣ । କୃଷି ଠାରୁ ଆରମ୍ଭ କରି ଶିଳ୍ପ, ଶିକ୍ଷା ଠାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟରେ ଅଭୂତପୂର୍ବ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଆଗାମୀ ଦିନରେ ମଧ୍ୟ ଏହି ଧାରା ଅବ୍ୟାହତ ରହୁ ।  

 

SR



(Release ID: 1892701) Visitor Counter : 104