ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟ ସ୍ଥାପନ ଦିବସ ଅବସରରେ ମେଘାଳୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 21 JAN 2023 10:07AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନ ଦିବସ ଅବସରରେ ମେଘାଳୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 

“ମେଘାଳୟବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭେଚ୍ଛା । ଏହି ରାଜ୍ୟ ନିଜ ପ୍ରାଣୋଚ୍ଛଳ ସଂସ୍କୃତି ବିଶେଷତଃ ସଂଗୀତ, କଳା ଓ କ୍ରୀଡା ପ୍ରତି ଆଗ୍ରହ ପାଇଁ ପରିଚିତ । ମେଘାଳୟର ଲୋକେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଛନ୍ତି । ଆଗାମୀ ଦିନରେ ମେଘାଳୟର ନିରନ୍ତର ପ୍ରଗତି କାମନା କରୁଛି ।   

 

SR


(रिलीज़ आईडी: 1892698) आगंतुक पटल : 166
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam