ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସେନା ଦିବସ ଅବସରରେ ସେନା କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
15 JAN 2023 4:38PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନା ଦିବସ ଅବସରରେ ସମସ୍ତ ସେନା କର୍ମଚାରୀ, ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସେନା ଦିବସ ଅବସରରେ ସମସ୍ତ ସେନା କର୍ମଚାରୀ, ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । ଆମ ସେନା ପାଇଁ ଭାରତୀୟମାନେ ଗର୍ବିତ ଓ ସୈନିକମାନଙ୍କ ପ୍ରତି ଆମେ କୃତଜ୍ଞ । ସେମାନେ ଆମ ଦେଶକୁ ସୁରକ୍ଷିତ ରଖିଥାନ୍ତି । ସଙ୍କଟ ସମୟରେ ସେବା ପାଇଁ ସେମାନେ ବେଶ ପ୍ରଶଂସିତ ।”
SR
(ରିଲିଜ ଆଡି: 1891407)
ପରିଦର୍ଶକ କାଉଣ୍ଟର : 178
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam