ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୋଙ୍ଗଲ ଅବସରରେ ସମସ୍ତଙ୍କୁ ବିଶେଷ କରି ତାମିଲ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
15 JAN 2023 9:14AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ବିଶେଷ କରି ତାମିଲ ଲୋକଙ୍କୁ ପୋଙ୍ଗଲ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସମସ୍ତଙ୍କୁ ବିଶେଷ କରି ସାରା ବିଶ୍ୱର ତାମିଲ ଲୋକଙ୍କୁ ପୋଙ୍ଗଲର ଶୁଭେଚ୍ଛା । ଏହି ପର୍ବ ଆମ ଜୀବନରେ ଖୁସି ଓ ସୁସ୍ୱାସ୍ଥ୍ୟ ଭରି ଦେଉ ।”
SR
(ରିଲିଜ ଆଡି: 1891404)
ପରିଦର୍ଶକ କାଉଣ୍ଟର : 191
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam