ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପିଥୋରାଗଡ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା ଉପରେ ପରିବେଷିତ ସଙ୍ଗୀତକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
12 JAN 2023 8:01PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଥୋରାଗଡ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା ଉପରେ ପରିବେଷିତ ସଙ୍ଗୀତକୁ ସେୟାର କରିଛନ୍ତି ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଏକ ଟୁଇଟ୍ ଉପରେ ପ୍ରଧାନମନ୍ତ୍ରୀ ରିଟୁଇଟ୍ କରିଛନ୍ତି;
“ବଢିଆ! ଛାତ୍ରଛାତ୍ରୀମାନଙ୍କ ଏହି ଅନୁଭବ, ସ୍ୱରରେ ପ୍ରସ୍ତୁତ ହୋଇ, ପରୀକ୍ଷା ପର୍ବରେ ନୂତନ ରଙ୍ଗ ଯୋଗ କରିବାକୁ ଯାଉଛି, ସେମାନଙ୍କୁ ଉତ୍ସାହିତ କରିବାକୁ ଯାଉଛି ।”
HS
(रिलीज़ आईडी: 1890819)
आगंतुक पटल : 170
इस विज्ञप्ति को इन भाषाओं में पढ़ें:
Kannada
,
Telugu
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Malayalam