ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ମହୋତ୍ସବର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 09 JAN 2023 7:56PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ମହୋତ୍ସବର ଝଲକ ଶେୟାର କରିଛନ୍ତି ।

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଟ୍ୱିଟ ଥ୍ରେଡ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏକ ଆନନ୍ଦଦାୟକ ଅଭିଜ୍ଞତା ଭଳି ପ୍ରତୀତ ହେଉଛି, ଅରୁଣାଚଳ ପ୍ରଦେଶ ସମ୍ପର୍କରେ ଜାଣିବା ପାଇଁ ଏକ ନିଆରା ସୁଯୋଗ ।”

SR


(रिलीज़ आईडी: 1889856) आगंतुक पटल : 191
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam