ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା ପାଇଁ ମତାମତ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 JAN 2023 9:29AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ବିଶେଷ କରି ପରୀକ୍ଷା ଯୋଦ୍ଧା, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା ଆଲୋଚନା ପାଇଁ ସେମାନଙ୍କ ମତାମତ ଦେବାକୁ ଆମନ୍ତ୍ରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି

“ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ପ୍ରାପ୍ତ ବ୍ୟାପକ ମତାମତ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା ଆହୁରି ସ୍ମରଣୀୟ ହୋଇପାରିଛି । ମୁଁ ଆପଣଙ୍କୁ ସମସ୍ତଙ୍କୁ ବିଶେଷ କରି ପରୀକ୍ଷା ଯୋଦ୍ଧା, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଚଳିତ ବର୍ଷର ଆଲୋଚନା ପାଇଁ ସେମାନଙ୍କ ମତାମତ ସେୟାର କରିବାକୁ ଆମନ୍ତ୍ରଣ କରୁଛି ।  #PPC2023 innovateindia.mygov.in/ppc-2023/ "

HS


(ରିଲିଜ ଆଡି: 1889508) ପରିଦର୍ଶକ କାଉଣ୍ଟର : 189