ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାଙ୍ଗଲା ନୋଙ୍ଗପୋକ ଥୋଙ୍ଗ ଖୋଲିଥିବାରୁ ମଣିପୁରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 08 JAN 2023 9:21AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଠାରେ କାଙ୍ଗଲା ନୋଙ୍ଗପୋକ ଥୋଙ୍ଗ ଖୋଲିଥିବାରୁ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଅଭିନନ୍ଦନ ମଣିପୁର ! ରାଜ୍ୟରେ ଶାନ୍ତି, ସମୃଦ୍ଧି ଓ ଆନନ୍ଦର ଭାବନା ବୃଦ୍ଧି ପାଉ ।”

 

SR


(रिलीज़ आईडी: 1889503) आगंतुक पटल : 172
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam