ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ପରୀକ୍ଷା ପେ ଚର୍ଚ୍ଚା’ ଆଲୋଚନାରେ ଭାଗନେବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 JAN 2023 9:49PM by PIB Bhubaneshwar

ଚଳିତବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ଆଜି ତାରିଖ ଘୋଷଣା ହୋଇଥିବାରୁ, ପ୍ରଧାନମନ୍ତ୍ରୀ ଏହି ସ୍ୱତନ୍ତ୍ର ଆଲୋଚନାରେ ସାମିଲ ହେବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି:

‘‘ଅତ୍ୟନ୍ତ ରୋମାଞ୍ଚକ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ ‘ପରୀକ୍ଷା ପେ ଚର୍ଚ୍ଚା’ ପରୀକ୍ଷାକୁ ଚାପମୁକ୍ତ କରିବା ତଥା ଆମ ପରୀକ୍ଷା ଯୋଦ୍ଧାମାନଙ୍କୁ ସମର୍ଥନ ଦେବା ସଂକ୍ରାନ୍ତ ଉପାୟଗୁଡ଼ିକ ଉପରେ ଆଲୋଚନା ଲାଗି ଏକ ସୁଯୋଗ ପ୍ରଦାନ କରୁଛି । ଚଳିତମାସ ୨୭ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଁ ଅପେକ୍ଷା କରିଛି ଏବଂ ଏହି ସ୍ୱତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଦେଉଛି ।’’

 

SR


(रिलीज़ आईडी: 1889022)
इस विज्ञप्ति को इन भाषाओं में पढ़ें: Telugu , Kannada , English , Urdu , Hindi , Marathi , Bengali , Manipuri , Assamese , Punjabi , Gujarati , Tamil , Malayalam