ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୁମାର ପୋଷ୍ଟରେ ମୁତୟନ ହେବାରେ ପ୍ରଥମ ମହିଳା ଅଧିକାରୀ ବିବେଚିତ ହୋଇଥିବା କ୍ୟାପଟେନ ଶିବା ଚୌହାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କଲେ

प्रविष्टि तिथि: 05 JAN 2023 9:47PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଫାୟାର ଆଣ୍ଡ୍ ଫୁ୍ୟରି ସ୍ୟାପର୍ସର କ୍ୟାପଟେନ୍ ଶିବା ଚୌହାନ କଠୋର ତାଲିମ ସମାପ୍ତ ପରେ ପ୍ରଥମ ମହିଳା ଅଧିକାରୀ ଭାବେ ବିଶ୍ୱର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚେନର କୁମାର ପୋଷ୍ଟରେ ମୁତୟନ ହୋଇଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ।

ଫାୟାର ଆଣ୍ଡ୍ ଫୁ୍ୟରି ସ୍ୟାପର୍ସ କର୍ପସ ଦ୍ୱାରା ହୋଇଥିବା ଏକ ପୋଷ୍ଟ ଉପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି:

‘‘ପ୍ରତ୍ୟେକ ଭାରତୀୟଙ୍କୁ ଏହା ଗୌରବାନ୍ୱିତ କରିବ, ଭାରତର ନାରୀ ଶକ୍ତିର ଉତ୍ସାହକୁ ଏହା ବଖାଣୁଛି ।’’

 

SR


(रिलीज़ आईडी: 1889021) आगंतुक पटल : 256
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam