ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବରିଷ୍ଠ ପ୍ରଶାସକ ଡକ୍ଟର ମଞ୍ଜୁଳା ସୁବ୍ରମଣ୍ୟମଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
Posted On:
04 JAN 2023 10:28PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ପ୍ରଶାସକ ଡକ୍ଟର ମଞ୍ଜୁଳା ସୁବ୍ରମଣ୍ୟମଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ ବରିଷ୍ଠ ପ୍ରଶାସକ ଡକ୍ଟର ମଞ୍ଜୁଳା ସୁବ୍ରମଣ୍ୟମ ଜୀ ଙ୍କ ଦେହାନ୍ତରେ ଦୁଃଖିତ । ନୀତି ସମ୍ବନ୍ଧୀୟ ପ୍ରସଙ୍ଗ ତଥା କାର୍ଯ୍ୟ ଭିତ୍ତିକ ଆଭିମୁଖ୍ୟକୁ ବୁଝିବା ପାଇଁ ତାଙ୍କୁ ସମସ୍ତେ ସମ୍ମାନ କରୁଥିଲେ । ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ତାଙ୍କ ସହ ମୋର କଥାବାର୍ତ୍ତା ମନେ ପଡିଥିଲା । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”
HS
(Release ID: 1888723)
Visitor Counter : 172
Read this release in:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam