ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଏନସି ଦେବବର୍ମାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 01 JAN 2023 7:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରାର ମନ୍ତ୍ରୀ ତଥା ରାଜନେତା ଶ୍ରୀ ଏନସି ଦେବବର୍ମାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ଶ୍ରୀ ମୋଦୀ କହିଛନ୍ତି:

“ଶ୍ରୀ ଏନସି ଦେବବର୍ମା ଜୀଙ୍କୁ ଆଗାମୀ ପୀଢି ଜଣେ ପରିଶ୍ରମୀ ତୃଣମୂଳ ସ୍ତରର ନେତା ଭାବରେ ସ୍ମରଣ କରିବେ ଯିଏ ସର୍ବଦା ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଥିଲେ । ତ୍ରିପୁରାର ପ୍ରଗତିରେ ସେ ବହୁ ଅବଦାନ ରଖିଥିଲେ । ତାଙ୍କ ବିୟୋଗରେ ଦୁଃଖିତ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା । ଓମ୍‍ ଶାନ୍ତି ।”

HS



(Release ID: 1888719) Visitor Counter : 101