ପୋଷ୍ଟ କରାଯିବା ଦିନାଙ୍କ:
01 JAN 2023 1:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୋପ ଏମେରିଟସ ବେନେଡିକ୍ଟ ଷୋଡଶଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ନିଜର ସମ୍ପୂର୍ଣ୍ଣ ଜୀବନକୁ ଚର୍ଚ୍ଚ ଓ ପ୍ରଭୁ ଯୀଶୁଙ୍କ ବାଣୀ ପ୍ରତି ସମର୍ପିତ କରିଥିବା ପୋପ ଏମେରିଟସ ବେନେଡିକ୍ଟ ଷୋଡଶଙ୍କ ବିୟୋଗରେ ଦୁଃଖିତ । ସମାଜ ପ୍ରତି ତାଙ୍କ ସମୃଦ୍ଧ ସେବା ପାଇଁ ସେ ସ୍ମରଣୀୟ ରହିବେ । ତାଙ୍କ ବିୟୋଗରେ ଶୋକସନ୍ତପ୍ତ ବିଶ୍ୱର ଲକ୍ଷ ଲକ୍ଷ ବ୍ୟକ୍ତିଙ୍କୁ ସମବେଦନା ଜଣାଉଛି ।”
SR