ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୋପ ଏମେରିଟସ ବେନେଡିକ୍ଟ ଷୋଡଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 01 JAN 2023 1:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୋପ ଏମେରିଟସ ବେନେଡିକ୍ଟ ଷୋଡଶଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ନିଜର ସମ୍ପୂର୍ଣ୍ଣ ଜୀବନକୁ ଚର୍ଚ୍ଚ ଓ ପ୍ରଭୁ ଯୀଶୁଙ୍କ ବାଣୀ ପ୍ରତି ସମର୍ପିତ କରିଥିବା ପୋପ ଏମେରିଟସ ବେନେଡିକ୍ଟ ଷୋଡଶଙ୍କ ବିୟୋଗରେ ଦୁଃଖିତ । ସମାଜ ପ୍ରତି ତାଙ୍କ ସମୃଦ୍ଧ ସେବା ପାଇଁ ସେ ସ୍ମରଣୀୟ ରହିବେ । ତାଙ୍କ ବିୟୋଗରେ ଶୋକସନ୍ତପ୍ତ ବିଶ୍ୱର ଲକ୍ଷ ଲକ୍ଷ ବ୍ୟକ୍ତିଙ୍କୁ ସମବେଦନା ଜଣାଉଛି ।”   

 

SR


(रिलीज़ आईडी: 1887859) आगंतुक पटल : 190
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Malayalam