ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଗମକା ବିଶାରଦ ଓ ପଦ୍ମଶ୍ରୀ ବିଜେତା ଏଚ.ଆର. କେଶବ ମୂର୍ତ୍ତିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 24 DEC 2022 5:17AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଗମକା ବିଶାରଦ ଓ ପଦ୍ମଶ୍ରୀ ବିଜେତା ଏଚ.ଆର. କେଶବ ମୂର୍ତ୍ତିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଗମକାକୁ ଲୋକପ୍ରିୟ କରାଇବା ଓ କର୍ଣ୍ଣାଟକର ନିଆରା ସଂସ୍କୃତି ପରିବେଷଣ ପାଇଁ ଶ୍ରୀ ଏଚ.ଆର. କେଶବ ମୂର୍ତ୍ତିଙ୍କ ଅବଦାନକୁ ଆମେ ସବୁବେଳେ ମନେ ରଖିବୁ । ବହୁ ଛାତ୍ରଛାତ୍ରୀଙ୍କୁ ଯୋଗାଇଥିବା ପ୍ରେରଣା ପାଇଁ ମଧ୍ୟ ସେ ସ୍ମରଣୀୟ ରହିବେ । ତାଙ୍କ ବିୟୋଗରେ ଦୁଃଖିତ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଓମ ଶାନ୍ତି ।” 

 

SR


(रिलीज़ आईडी: 1886217) आगंतुक पटल : 160
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam