ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନାଏକ (ଅବସରପ୍ରାପ୍ତ) ଭୈରୋଁ ସିଂହଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
19 DEC 2022 4:48PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଏକ (ଅବସରପ୍ରାପ୍ତ) ଭୈରୋଁ ସିଂହଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ନାଏକ (ଅବସରପ୍ରାପ୍ତ) ଭୈରୋଁ ସିଂହ ଜୀଙ୍କୁ ଆମ ଦେଶର ସେବା ପାଇଁ ସ୍ମରଣ କରାଯିବ । ସେ ଆମ ଦେଶର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ବହୁତ ସାହସ ଦେଖାଇଥିଲେ । ତାଙ୍କର ଦେହାନ୍ତ ହେତୁ ଦୁଃଖିତ । ମୋର ଏହି ଚିନ୍ତାଧାରା ତାଙ୍କ ପରିବାର ସହିତ ଅଛି । ଓମ୍ ଶାନ୍ତି ।”
HS
(रिलीज़ आईडी: 1884859)
आगंतुक पटल : 149
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam