ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଜୟ ଦିବସ ଅବସରରେ ଆର୍ମି ହାଉସରେ ‘ଆଟ୍‍ ହୋମ୍‍’ ସମାରୋହରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ

Posted On: 15 DEC 2022 8:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜୟ ଦିବସ ଅବସରରେ ଆର୍ମି ହାଉସରେ ‘ଆଟ୍‍ ହୋମ୍‌’ ସମାରୋହରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ବିଜୟ ଦିବସର ପୂର୍ବ ସଂଧ୍ୟାରେ ଆର୍ମି ହାଉସରେ ‘ଆଟ୍‍ ହୋମ୍‍’ ସମାରୋହରେ ଯୋଗ ଦେଇଥିଲି । ୧୯୭୧ ଯୁଦ୍ଧରେ ବିଜୟ ହାସଲ କରିଥିବା ଆମର ସଶସ୍ତ୍ର ବାହିନୀର ବୀରତ୍ୱକୁ ଭାରତ କଦାପି ଭୁଲିବ ନାହିଁ ।”

HS



(Release ID: 1883972) Visitor Counter : 133