ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଅର୍ଥନୀତିଜ୍ଞ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫେସର ୱାଇକେ ଅଲଗଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 06 DEC 2022 8:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫେସର ୱାଇକେ ଅଲଗଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପ୍ରଫେସର ୱାଇକେ ଅଲଗ ଜଣେ ବିଦ୍ୱାନ ଥିଲେ । ସେ ଲୋକନୀତିର ବିଭିନ୍ନ ଦିଗ ବିଶେଷ କରି ଗ୍ରାମୀଣ ବିକାଶ, ପରିବେଶ ଓ ଅର୍ଥନୀତି ପ୍ରତି ଆଗ୍ରହୀ ଥିଲେ । ତାଙ୍କ ବିୟୋଗରେ ଦୁଃଖିତ । ଆମ ବାର୍ତ୍ତାଳାପ ମନେ ପଡିବ । ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”

 

SR


(रिलीज़ आईडी: 1881299) आगंतुक पटल : 152
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam