ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 28 NOV 2022 11:34AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ବଳିଦାନ ଦିବସରେ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତାଙ୍କର ସାହସିକତା ଏବଂ ନୀତି ତଥା ଆଦର୍ଶ ପ୍ରତି ଅଦମ୍ୟ ପ୍ରତିବଦ୍ଧତା ପାଇଁ ସେ ସବୁ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ସେ ଅତ୍ୟାଚାର ଏବଂ ଅନ୍ୟାୟ ଆଗରେ ନଇଁବାକୁ ମନା କରି ଦେଇଛନ୍ତି । ତାଙ୍କର ଶିକ୍ଷା ଆମକୁ ଉତ୍ସାହିତ କରି ଚାଲିଛି ।”

HS


(रिलीज़ आईडी: 1879521) आगंतुक पटल : 164
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam