ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ଭାରତୀୟ କୂଟନୀତିଜ୍ଞ ଶ୍ରୀ ଅବସର ବେଉରିଆଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 NOV 2022 9:57PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ଭାରତୀୟ କୂଟନୀତିଜ୍ଞ ଶ୍ରୀ ଅବସର ବେଉରିଆଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

 ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‍ କରିଛି;

ଶ୍ରୀ ଅବସର ବେଉରିଆ ଦେଶ ପାଇଁ ତାଙ୍କର ସେବା ଲାଗି ସର୍ବଦା ସ୍ମରଣୀୟ ରହିବେ ସେ ଓଡିଆ ଭାଷା ସଂସ୍କୃତିର ଜଣେ ମହାନ ପ୍ରୋତ୍ସାହକ ଭାବରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ତାଙ୍କର ଦେହାନ୍ତରେ ଦୁଃଖିତ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ଓମ୍ ଶାନ୍ତି: ପ୍ରଧାନମନ୍ତ୍ରୀ

HS


(ରିଲିଜ ଆଡି: 1876959) ପରିଦର୍ଶକ କାଉଣ୍ଟର : 197