ରାଷ୍ଟ୍ରପତିଙ୍କ ସଚିବାଳୟ
ଶ୍ରୀ ଗୌରବ ଦ୍ୱିବେଦୀ, ପ୍ରସାର ଭାରତୀର ନୂତନ ସିଇଓ
ପୋଷ୍ଟ କରାଯିବା ଦିନାଙ୍କ:
14 NOV 2022 6:00PM by PIB Bhubaneswar
ଭାରତର ରାଷ୍ଟ୍ରପତି ଚୟନ କମିଟିର ସୁପାରିଶ୍ କ୍ରମେ ଶ୍ରୀ ଗୌରବ ଦ୍ୱିବେଦୀଙ୍କୁ ଦାୟିତ୍ୱ ଗ୍ରହଣ କରିବା ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରସାର ଭାରତୀର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଭାବରେ ନିଯୁକ୍ତ କରିଛନ୍ତି।
ଶ୍ରୀ ଦ୍ୱିବେଦୀ ଭାରତୀୟ ପ୍ରଶାସନିକ ସେବା, 1995 ବ୍ୟାଚର ଛତିଶଗଡ କ୍ୟାଡରର ଜଣେ ଅଧିକାରୀ।
BS
(ରିଲିଜ ଆଡି: 1875867)
ପରିଦର୍ଶକ କାଉଣ୍ଟର : 200
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam