ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        କାଶୀ ତାମିଲ ସଂଗମ ପ୍ରତି ଉତ୍ସାହ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                09 NOV 2022 7:56PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଉତ୍ତର ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଏକ ସମୟୋତୀର୍ଣ୍ଣ ବନ୍ଧନର ଉଦାହରଣ କାଶୀ ତାମିଲ ସଂଗମ ପ୍ରତି ଉତ୍ସାହ ବ୍ୟକ୍ତ କରିଛନ୍ତି । ଏହା ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନା ସହ ସୁନ୍ଦର ତାମିଲ ଭାଷା ତଥା ସଂସ୍କୃତିର ଉତ୍ସବ ହେବ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଡଃ ଏଲ ମୁରୁଗାନଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;  
“କାଶୀ ତାମିଲ ସଂଗମ କାର୍ଯ୍ୟକ୍ରମ ପାଇଁ ମୁଁ ବେଶ ଉତ୍ସାହିତ । ଏହା ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନା ସହ ସୁନ୍ଦର ତାମିଲ ଭାଷା ତଥା ସଂସ୍କୃତିର ଉତ୍ସବ ହେବ ।” 
 
The Kashi Tamil Sangam is a programme I am particularly enthusiastic about. It will be a celebration of the spirit of Ek Bharat Shreshtha Bharat and will also celebrate the beautiful Tamil language as well as culture. https://t.co/v7T0sXoqyw
— Narendra Modi (@narendramodi) November 9, 2022
SR
                
                
                
                
                
                (Release ID: 1875348)
                Visitor Counter : 143
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam