ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୟନ୍ତୀ ଅବସରରେ ଆଚାର୍ଯ୍ୟ କୃପଲାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 11 NOV 2022 9:58AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ କୃପଲାନୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଜୟନ୍ତୀ ଅବସରରେ ଆଚାର୍ଯ୍ୟ କୃପଲାନୀଙ୍କୁ ଶ୍ରଦ୍ଧାଞ୍ଜଳି । ଆମ ସ୍ୱାଧୀନତା ସଂଗ୍ରାମ ପ୍ରତି ବଳିଷ୍ଠ ଅବଦାନ ପାଇଁ ସେ ସର୍ବତ୍ର ସମ୍ମାନିତ । ଜଣେ ସାଂସଦ ଭାବରେ ସେ ନିଜ ଅଲିଭା ସ୍ୱାକ୍ଷର ଛାଡି ଯାଇଛନ୍ତି । ତାଙ୍କର ଶିକ୍ଷା ପ୍ରତି ଅବଦାନ ଓ ସମାଜସେବା ପ୍ରତି ଆଗ୍ରହ ମଧ୍ୟ ବେଶ ଉଲ୍ଲେଖଯୋଗ୍ୟ ।”    

 

SR



(Release ID: 1875202) Visitor Counter : 94