ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପରିବେଶ ଅନୁକୂଳ ତଥା ନିରନ୍ତର ବିକାଶ କାର୍ଯ୍ୟରେ ଜଡିତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 05 NOV 2022 4:29PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରିବେଶ ଅନୁକୂଳ ତଥା ନିରନ୍ତର ବିକାଶ କାର୍ଯ୍ୟରେ ଜଡିତ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ଭିତ୍ତିଭୂମି ସୃଷ୍ଟି ଓ ବୃତ୍ତାକାର ଅର୍ଥନୀତି ଉଭୟେ ଗତିଶୀଳ ହେବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ସୀମା ସଡକ ସଂଗଠନର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭିତ୍ତିଭୂମି ସୃଷ୍ଟି ଓ ବୃତ୍ତାକାର ଅର୍ଥନୀତି ଉଭୟେ ଗତିଶୀଳ ହେବେ । ଏହି ପ୍ରୟାସରେ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ।”       

 

SR


(रिलीज़ आईडी: 1873938) आगंतुक पटल : 222
इस विज्ञप्ति को इन भाषाओं में पढ़ें: Gujarati , English , Urdu , हिन्दी , Marathi , Manipuri , Assamese , Bengali , Punjabi , Tamil , Telugu , Kannada , Malayalam