ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମତଦାନ ଅଧିକାର ସାବ୍ୟସ୍ତ କରିଥିବା ୧୦୬ ବର୍ଷ ବୟସ୍କ ଶ୍ୟାମ ସରଣ ନେଗୀଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 NOV 2022 4:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୪ତମ ଥର ପାଇଁ ମତଦାନ ଅଧିକାର ସାବ୍ୟସ୍ତ କରିଥିବା ୧୦୬ ବର୍ଷ ବୟସ୍କ ଶ୍ୟାମ ସରଣ ନେଗିଙ୍କୁ ପ୍ରଶଂସା କରିଛନ୍ତି ।    

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହା ପ୍ରଶଂସନୀୟ ଓ ନିର୍ବାଚନରେ ଭାଗ ନେଇ ଗଣତନ୍ତ୍ରକୁ ମଜବୁତ କରିବାରେ ଆମ ଯୁବପୀଢିଙ୍କୁ ପ୍ରେରିତ କରିବ ।

SR


(ରିଲିଜ ଆଡି: 1873476) ପରିଦର୍ଶକ କାଉଣ୍ଟର : 193