ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାଶୀରେ ତାମିଲ ଅଭିନେତା ବିଶାଲଙ୍କ ଚମତ୍କାର ଅଭିଜ୍ଞତାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
02 NOV 2022 10:01PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲ ଅଭିନେତା ବିଶାଲ କାଶୀକୁ କରିଥିବା ପ୍ରଶଂସାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଅଭିନେତାଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“କାଶୀରେ ଆପଣଙ୍କ ଅଭିଜ୍ଞତା ଚମତ୍କାର ହୋଇ ପାରିଥିବାରୁ ବେଶ ଖୁସି ।”
SR
(Release ID: 1873472)
Visitor Counter : 122
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam