ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶିଷ୍ଟ ଅସମୀୟା ଅଭିନେତା ନିପନ ଗୋସ୍ୱାମୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
27 OCT 2022 5:41PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଅସମୀୟା ଅଭିନେତା ନିପନ ଗୋସ୍ୱାମୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଅସମୀୟା ସିନେ ଜଗତ ପ୍ରତି ବଳିଷ୍ଠ ଅବଦାନ ଥିବା ଶ୍ରୀ ନିପନ ଗୋସ୍ୱାମୀଙ୍କ ବିୟୋଗରେ ମୁଁ ଦୁଃଖିତ । ବିଭିନ୍ନ ଭୂମିକାରେ ତାଙ୍କ ଅଭିନୟକୁ ସିନେମା ପ୍ରେମୀ ମନେ ରଖିବେ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଓମ ଶାନ୍ତି: ପ୍ରଧାନମନ୍ତ୍ରୀ@narendramodi”
SR
(ରିଲିଜ ଆଡି: 1871313)
ପରିଦର୍ଶକ କାଉଣ୍ଟର : 189
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam