ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାରଗିଲରେ ଆମ ବୀର ସୈନିକମାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 24 OCT 2022 9:49AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ବୀର ସୈନିକମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ କାରଗିଲ ଠାରେ ପହଞ୍ଚିଛନ୍ତି । 

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟ୍ୱିଟ କରିଛି;

“ପ୍ରଧାନମନ୍ତ୍ରୀ ଶ୍ରୀ @narendramodi କାରଗିଲରେ ପହଞ୍ଚି ସାରିଛନ୍ତି, ସେଠାରେ ସେ ଆମ ବୀର ସୈନିକମାନଙ୍କ ସହ ଦୀପାବଳି ପାଳନ କରିବେ ।” 

SR


(रिलीज़ आईडी: 1870663) आगंतुक पटल : 200
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam