ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦୀପାବଳି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
24 OCT 2022 8:33AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୀପାବଳୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଲୋକର ଏହି ପର୍ବ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସି ଆଣିଦେଉ ବୋଲି ସେ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସମସ୍ତଙ୍କୁ ଦୀପାବଳିର ଶୁଭକାମନା । ଦୀପାବଳିର ସମ୍ପର୍କ ପ୍ରକାଶ ଓ ଆଭା ସହିତ ଜଡିତ । ଏହି ପବିତ୍ର ପର୍ବ ଆମ ସମସ୍ତଙ୍କ ଜୀବନରେ ଖୁସି ଓ କଲ୍ୟାଣର ଭାବନାକୁ ବୃଦ୍ଧି କରୁ । ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହ ଭଲରେ ଦୀପାବଳି ପାଳନ କରନ୍ତୁ ବୋଲି କାମନା କରୁଛି ।”
“ସମସ୍ତଙ୍କୁ ଦୀପାବଳିର ଶୁଭକାମନା । ପ୍ରକାଶର ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି ଓ ଉତ୍ତମ ସ୍ୱାସ୍ଥ୍ୟ ଭରି ଦେଉ ।”
SR
(ରିଲିଜ ଆଡି: 1870659)
ପରିଦର୍ଶକ କାଉଣ୍ଟର : 153
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam