ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କର୍ଣ୍ଣାଟକ ବିଧାନସଭାର ଉପବାଚସ୍ପତି ଶ୍ରୀ ଆନନ୍ଦ ମମାନିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
23 OCT 2022 12:13PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ବିଧାନସଭାର ଉପବାଚସ୍ପତି ଶ୍ରୀ ଆନନ୍ଦ ମମାନିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“କର୍ଣ୍ଣାଟକ ବିଧାନସଭାର ଉପବାଚସ୍ପତି ଶ୍ରୀ ଆନନ୍ଦ ମମାନିଙ୍କ ବିୟୋଗରେ ଦୁଃଖିତ । ଜଣେ ମଜବୁତ ନେତା ଭାବରେ ସେ ସାମାଜିକ ସଶକ୍ତିକରଣ ପାଇଁ ବ୍ୟାପକ କାମ କରିଥିଲେ । ସମଗ୍ର କର୍ଣ୍ଣାଟକରେ ବିଜେପିକୁ ମଜବୁତ କରିବା ପାଇଁ ସେ କାମ କରିଥିଲେ । ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ସମବେଦନା । ଓମ ଶାନ୍ତି ।”
SR
(ରିଲିଜ ଆଡି: 1870506)
ପରିଦର୍ଶକ କାଉଣ୍ଟର : 179
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam