ପୋଷ୍ଟ କରାଯିବା ଦିନାଙ୍କ:
23 OCT 2022 10:10AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଏସଆଇଏଲ, ଇନ- ସ୍ପେଶ ଓ ଇସ୍ରୋ ଭଳି ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ସବୁଠାରୁ ଓଜନିଆ ଯାନ ଏଲଭିଏମ ୩ର ସଫଳ ଉତକ୍ଷେପଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବୈଶ୍ବିକ ସମ୍ପର୍କ ପାଇଁ ଉଦ୍ଦିଷ୍ଟ ଆମର ସବୁଠାରୁ ଓଜନିଆ ପ୍ରକ୍ଷେପଣ ଯାନ ଏଲଭିଏମ୩ ସହ ୩୬ ୱାନୱେବ ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ @NSIL_India, @INSPACeIND @ISROକୁ ଅଭିନନ୍ଦନ । ଏଲଭିଏମ ୩ ଆତ୍ମନିର୍ଭରତାକୁ ଦର୍ଶାଇବା ସହ ବିଶ୍ୱ ବାଣିଜ୍ୟିକ ଉତକ୍ଷେପଣ ସେବା ବଜାରରେ ଭାରତର ପ୍ରତିଯୋଗିତା ସ୍ତର ବୃଦ୍ଧି କରିବ ।”
SR