ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସବୁଠାରୁ ଓଜନିଆ ଯାନ ଏଲଭିଏମ ୩ର ସଫଳ ଉତକ୍ଷେପଣ ପାଇଁ ଏନଏସଆଇଏଲ, ଇନ- ସ୍ପେଶ ଓ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
23 OCT 2022 10:10AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଏସଆଇଏଲ, ଇନ- ସ୍ପେଶ ଓ ଇସ୍ରୋ ଭଳି ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ସବୁଠାରୁ ଓଜନିଆ ଯାନ ଏଲଭିଏମ ୩ର ସଫଳ ଉତକ୍ଷେପଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବୈଶ୍ବିକ ସମ୍ପର୍କ ପାଇଁ ଉଦ୍ଦିଷ୍ଟ ଆମର ସବୁଠାରୁ ଓଜନିଆ ପ୍ରକ୍ଷେପଣ ଯାନ ଏଲଭିଏମ୩ ସହ ୩୬ ୱାନୱେବ ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ @NSIL_India, @INSPACeIND @ISROକୁ ଅଭିନନ୍ଦନ । ଏଲଭିଏମ ୩ ଆତ୍ମନିର୍ଭରତାକୁ ଦର୍ଶାଇବା ସହ ବିଶ୍ୱ ବାଣିଜ୍ୟିକ ଉତକ୍ଷେପଣ ସେବା ବଜାରରେ ଭାରତର ପ୍ରତିଯୋଗିତା ସ୍ତର ବୃଦ୍ଧି କରିବ ।”
SR
(Release ID: 1870474)
Visitor Counter : 165
Read this release in:
Malayalam
,
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada