ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆ କପ ବିଜେତା ଭାରତୀୟ ମହିଳା କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 15 OCT 2022 6:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସପ୍ତମ ମହିଳା ଏସିଆ କପ ବିଜେତା ଭାରତୀୟ ମହିଳା କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଆନ୍ତର୍ଜାତିକ କ୍ରିକେଟ ପରିଷଦର ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନିଜ ଧୈର୍ଯ୍ୟ ଓ ଦକ୍ଷତା ଯୋଗୁଁ ଆମ ମହିଳା କ୍ରିକେଟ ଦଳ ଆମକୁ ଗୌରବାନ୍ୱିତ କରିଛି ! ମହିଳା ଏସିଆ କପ ଜିତିଥିବାରୁ ଦଳକୁ ଶୁଭେଚ୍ଛା ଜଣାଉଛି । ସେମାନେ ଉତ୍କୃଷ୍ଟ କୌଶଳ ଓ ଟିମୱର୍କ ପ୍ରଦର୍ଶନ କରିଛନ୍ତି । ଭବିଷ୍ୟତ ପାଇଁ ଖେଳାଳିମାନଙ୍କୁ ଶୁଭକାମନା ଜଣାଉଛି ।”  

 

SR



(Release ID: 1868427) Visitor Counter : 120