ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜମାତା ବିଜୟା ରାଜେ ସିନ୍ଧିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 12 OCT 2022 5:50PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜମାତା ବିଜୟା ରାଜେ ସିନ୍ଧିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେ  ସାହସ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ରାଜମାତା ବିଜୟା ରାଜେ ସିନ୍ଧିଆ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସେ ସାହସ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଥିଲେ ସେ ନିଜ ଜୀବନକୁ ଅନ୍ୟମାନଙ୍କର ସେବା କରିବାରେ ଉତ୍ସର୍ଗ କରିଥିଲେ ତାଙ୍କର ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ବିଷୟରେ ପୂର୍ବ  ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ସମୟରେ ମୁଁ ଯାହା କହିଥିଲି ତାହା ସେୟାର କରୁଛି

HS


(रिलीज़ आईडी: 1867146) आगंतुक पटल : 194
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam