ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଗୁରୁ ରାମ ଦାସ ଜୀଙ୍କୁ ତାଙ୍କ ପ୍ରକାଶ ପୁରବର ଶୁଭ ଅବସରରେ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
11 OCT 2022 4:37PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ରାମ ଦାସ ଜୀଙ୍କୁ ତାଙ୍କ ପ୍ରକାଶ ପୂରବର ଶୁଭ ଅବସରରେ ପ୍ରଣାମ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୁଁ ଶ୍ରୀ ଗୁରୁ ରାମ ଦାସ ଜୀଙ୍କୁ ତାଙ୍କ ପ୍ରକାଶ ପୁରାବର ଶୁଭ ଅବସରରେ ପ୍ରଣାମ କରୁଛି । ସେବା ତଥା କରୁଣାକୁ ଗୁରୁତ୍ୱ ଦେଇ ସେ ଶିଖ ଇତିହାସ ଏବଂ ସଂସ୍କୃତିରେ ଏକ ଅବିସ୍ମରଣୀୟ ଅବଦାନ ରଖିଛନ୍ତି । ସେ ଜଣେ ଉଲ୍ଲେଖନୀୟ କବି ଥିଲେ ଏବଂ ତାଙ୍କର ରଚନାଗୁଡ଼ିକ ଏକ ବାସ୍ତବ ଭକ୍ତିର ଆବେଗକୁ ପ୍ରତିଫଳିତ କରିଥିଲା ।”
HS
(रिलीज़ आईडी: 1866822)
आगंतुक पटल : 175
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam