ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉପହାର ନିଲାମ ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଲା

Posted On: 09 OCT 2022 6:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଉପହାର ୨୦୨୨ ନିଲାମ ଚଳିତ ମାସର ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି

ସଂସ୍କୃତି ମନ୍ତ୍ରଣାଳୟର ଏକ ଟୁଇଟ୍ ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

ବର୍ଷ ବର୍ଷ ଧରି ମୁଁ ପାଇଥିବା ଅନେକ ସ୍ୱତନ୍ତ୍ର ଉପହାର ଏହା ମଧ୍ୟର ରହିଛି ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ, ଉପହାରଗୁଡିକର ନିଲାମ ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏଥିରେ ଅଂଶଗ୍ରହଣ କରନ୍ତୁ

HS



(Release ID: 1866272) Visitor Counter : 107