ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଖଦି ପ୍ରତି ଲୋକଙ୍କ ଭଲପାଇବା ଦେଖି ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାମନ୍ତ୍ରୀ

Posted On: 06 OCT 2022 10:01AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ଖଦି ପ୍ରତି ଲୋକଙ୍କ ଆଗ୍ରହକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି

ଖଦି ଇଣ୍ଡିଆର ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

ବାପୁଙ୍କ ଜନ୍ମ ବାର୍ଷିକୀରେ ଖଦି ପ୍ରତି ଲୋକଙ୍କ ଏହି ଅପାର ପ୍ରେମ ଉତ୍ସାହଜନକ ଅଟେ

#खादी4नेशन"

HS



(Release ID: 1865482) Visitor Counter : 107