ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏଲସିଏଚ୍‍ ପ୍ରଚଣ୍ଡ ସାମିଲ ହେବାକୁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ

Posted On: 06 OCT 2022 9:56AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରତିରକ୍ଷା ବାହିନୀରେ ଏଲସିଏଚ୍‍ପ୍ରଚଣ୍ଡ ଯୋଗଦାନ ପାଇଁ ଅଭିନନ୍ଦନ ଜଣାଇଛନ୍ତି

ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଆମ ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ଦୃଢ ତଥା ଆତ୍ମର୍ନିଭରଶୀଳ କରିବା ସହିତ ୧୩୦ କୋଟି ଭାରତୀୟଙ୍କ ସାମୂହିକ ସମାଧାନ ପାଇଁ ଏଲସିଏଚ୍‍ପ୍ରଚଣ୍ଡ ଯୋଗଦାନ ଏକ ବିଶେଷ ମୁହୂର୍ତ୍ତ ପ୍ରତ୍ୟେକ ଭାରତୀୟଙ୍କୁ ଅଭିନନ୍ଦନ!”

HS



(Release ID: 1865479) Visitor Counter : 120