ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହିମାଚଳ ପ୍ରଦେଶରେ ପ୍ରକଳ୍ପ ସଂକ୍ରାନ୍ତରେ ନାଗରିକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2022 7:43AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶରେ ପ୍ରକଳ୍ପ ସଂକ୍ରାନ୍ତରେ ନାଗରିକଙ୍କ ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଏହି ପ୍ରକଳ୍ପଗୁଡିକର ଉତ୍ସର୍ଗୀକୃତ ତଥା ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶକୁ ଉତ୍ସାହିତ କରିଛନ୍ତି

ଏମ୍‍ସ ବିଲାସପୁରର ଉତ୍ସର୍ଗ ଉପରେ, ଯାହାର ମୂଳଦୁଆ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ରଖାଯାଇଥିଲା:

୧୬୯୦ କୋଟିରୁ ଉର୍ଦ୍ଧ୍ୱ ଅର୍ଥରେ ୧୦୫ ନମ୍ବର ଜାତୀୟ ରାଜପଥର ପିଞ୍ଜୋର ଠାରୁ ନାଲାଗଡ ପର୍ଯ୍ୟନ୍ତ ୩୧ କିଲୋମିଟର ଦୈର୍ଘ୍ୟ ଚାରି ଲେନ୍‍ ବିଶିଷ୍ଟ ପ୍ରକଳ୍ପ

HS


(ରିଲିଜ ଆଡି: 1865466) ପରିଦର୍ଶକ କାଉଣ୍ଟର : 188