ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରୀ ଅବସରରେ ମା ସ୍କନ୍ଦମାତାଙ୍କ ଆଶୀର୍ବାଦ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 SEP 2022 9:08AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭକ୍ତଙ୍କ ପାଇଁ ନବରାତ୍ରୀର ପଞ୍ଚମ ଦିନରେ ମା ସ୍କନ୍ଦମାତାଙ୍କ ଆଶୀର୍ବାଦ ଲୋଡିଛନ୍ତି ଏବଂ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ନମାମି ସ୍କନ୍ଦ ମାତାରାମ ସ୍କନ୍ଧଧାରିଣୀମ୍‍ ।

ସମଗ୍ର ତତ୍ୱ ସାଗରମ ପାର ପାରଗହରାମ ।

ନବରାତ୍ରୀର ପଞ୍ଚମ ଦିନରେ ଦେବୀ ସ୍କନ୍ଦମାତାଙ୍କୁ ପୂଜା କରିବାର ନିୟମ ଅଛି । ମା ସ୍କନ୍ଦମାତା ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଭରି ଦିଅନ୍ତୁ ।  ଦେଶବାସୀଙ୍କ ତରଫରୁ ତାଙ୍କୁ ପ୍ରଣାମ!”

HS


(ରିଲିଜ ଆଡି: 1863693) ପରିଦର୍ଶକ କାଉଣ୍ଟର : 232