ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମା’ଦୁର୍ଗାଙ୍କ ଚତୁର୍ଥ ରୂପ ମା’ କୁଷ୍ମାଣ୍ଡାଙ୍କୁ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
29 SEP 2022 8:58AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ସମୟରେ ଭକ୍ତମାନଙ୍କ ପାଇଁ ମା’ ଦୁର୍ଗାଙ୍କ ଚତୁର୍ଥ ରୂପ ମା’ କୁଷ୍ମାଣ୍ଡାଙ୍କ ଆଶୀର୍ବାଦ ଲୋଡିଛନ୍ତି ।
ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ର ସେୟାର ମଧ୍ୟ କରିଛନ୍ତି
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆଜି ନବବ୍ରତୀରେ ମା’ ଦୁର୍ଗାଙ୍କ ଚତୁର୍ଥ ରୂପଙ୍କ ପାଦ ତଳ କୋଟି କୋଟି ପ୍ରଣାମ । ମା’ କୁଷ୍ମାଣ୍ଡାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସମୃଦ୍ଧତା ଏବଂ ସୁଖରେ ପରିପୂର୍ଣ୍ଣ ହେଉ, ଏହା ହିଁ ହେଉଛି ଇଚ୍ଛା ...”
HS
(Release ID: 1863545)
Visitor Counter : 143
Read this release in:
Malayalam
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada