ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସହୀଦ ଭଗତ ସିଂହଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 28 SEP 2022 8:00AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସହୀଦ ଭଗତ ସିଂହଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଣାମ କରିଛନ୍ତି । ସହିଦ ଭଗତ ସିଂହଙ୍କ ଉପରେ ଶ୍ରୀ ମୋଦୀ ତାଙ୍କ ଚିନ୍ତାଧାରାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସହୀଦ ଭଗତ ସିଂହ ଜୀଙ୍କୁ ତାଙ୍କ ଜୟନ୍ତୀରେ ମୁଁ ପ୍ରଣାମ କରୁଛି । ତାଙ୍କର ସାହସ ଆମକୁ ବହୁତ ଉତ୍ସାହିତ କରିଥାଏ । ଆମ ଦେଶ ପାଇଁ ତାଙ୍କର ଦୂରଦୃଷ୍ଟି ହାସଲ କରିବାକୁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ”

HS


(रिलीज़ आईडी: 1863168) आगंतुक पटल : 179
इस विज्ञप्ति को इन भाषाओं में पढ़ें: Assamese , Malayalam , English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Kannada