ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସାମୀୟ ଅଭିଧାନ ‘ହେମକୋଶ'ର ବ୍ରେଲି ସଂସ୍କରଣର ଏକ ନକଲ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 SEP 2022 7:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମୀୟ ଅଭିଧାନହେମକୋଶ' ବ୍ରେଲି ସଂସ୍କରଣର ଏକ ନକଲ ଶ୍ରୀ ଜୟନ୍ତ ବରୁହାଙ୍କ ଠାରୁ ଗ୍ରହଣ କରିଛନ୍ତି ଉନବିଂଶ ଶତାବ୍ଦୀର ଆସାମୀୟ ଅଭିଧାନଗୁଡ଼ିକ ମଧ୍ୟରେହେମକୋଶଅନ୍ୟତମ   ବ୍ରେଲି ସଂସ୍କରଣ ପ୍ରକାଶନ ପାଇଁ ପଦକ୍ଷେପ ସକାଶେ ଶ୍ରୀ ମୋଦୀ ଶ୍ରୀ ଜୟନ୍ତ ବରୁହା ଏବଂ ତାଙ୍କ ଦଳକୁ ପ୍ରଶଂସା କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ହେମକୋଶ ବ୍ରେଲି ସଂସ୍କରଣର ଏକ ନକଲ ପାଇ ଆନନ୍ଦିତ ଯାହା ଉନବିଂଶ ଶତାବ୍ଦୀର ଆସାମର ଅଭିଧାନମାନଙ୍କ ମଧ୍ୟରେ ଥିଲା ବ୍ରେଲି ସଂସ୍କରଣ ପ୍ରକାଶନ ପାଇଁ ଉଦ୍ୟମ ଲାଗି ମୁଁ ଶ୍ରୀ ଜୟନ୍ତ ବରୁହା ଏବଂ ତାଙ୍କ ଦଳକୁ ପ୍ରଶଂସା କରୁଛି

HS


(ରିଲିଜ ଆଡି: 1861340) ପରିଦର୍ଶକ କାଉଣ୍ଟର : 191