ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କର୍ଣ୍ଣାଟକର ମନ୍ତ୍ରୀ ଶ୍ରୀ ଉମେଶ କଟ୍ଟିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 07 SEP 2022 10:14AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମନ୍ତ୍ରୀ ଶ୍ରୀ ଉମେଶ କଟ୍ଟିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଜଣେ ଅଭିଜ୍ଞ ନେତା ଭାବରେ କର୍ଣ୍ଣାଟକର ବିକାଶ ପାଇଁ ଶ୍ରୀ ଉମେଶ କଟ୍ଟିଙ୍କ ଯୋଗଦାନ ବେଶ ମହତ୍ତ୍ୱପୂର୍ଣ୍ଣ । ତାଙ୍କ ବିୟୋଗରେ ଦୁଃଖିତ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଓ ପରିଜନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।

 

SR



(Release ID: 1857368) Visitor Counter : 104