ପୋଷ୍ଟ କରାଯିବା ଦିନାଙ୍କ:
05 SEP 2022 6:13PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ଲିଜ ଟ୍ରସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୂଆ ଭୂମିକା ଓ ଦାୟିତ୍ୱ ପାଇଁ ମଧ୍ୟ ଶ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ @trusslizଙ୍କୁ ଅଭିନନ୍ଦନ । ଆପଣଙ୍କ ନେତୃତ୍ୱରେ ଭାରତ- ବ୍ରିଟେନ ବ୍ୟାପକ ରଣନୈତିକ ଭାଗିଦାରୀ ଆହୁରି ସୁଦୃଢ ହେବ । ନୂଆ ଭୂମିକା ଓ ଦାୟିତ୍ୱ ପାଇଁ ଆପଣଙ୍କୁ ଶୁଭେଚ୍ଛା ।”
SR