ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱାଧୀନତା ସଂଗ୍ରାମୀ ଭି.ଓ. ଚିଦାମ୍ବରମଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 05 SEP 2022 9:22AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସ୍ୱାଧୀନତା ସଂଗ୍ରାମୀ ଭି.ଓ ଚିଦାମ୍ବରମଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।  

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ମହାନ ଭି.ଓ ଚିଦାମ୍ବରମଙ୍କୁ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ସ୍ୱାଧୀନତା ସଂଗ୍ରାମ ପ୍ରତି ସମୃଦ୍ଧ ଅବଦାନ ପାଇଁ ଦେଶ ତାଙ୍କ ନିକଟରେ କୃତଜ୍ଞ । ଅର୍ଥନୈତିକ ପ୍ରଗତି ଓ ଆତ୍ମନିର୍ଭରଶୀଳତାକୁ ସେ ବେଶ ଗୁରୁତ୍ୱ ପ୍ରଦାନ କରୁଥିଲେ । ତାଙ୍କ ଆଦର୍ଶ ଆମକୁ ପ୍ରେରଣା ଯୋଗାଇ ଚାଲିଥିବ ।” 

 

SR


(रिलीज़ आईडी: 1856817) आगंतुक पटल : 222
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam