ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜ୍ଞାପନ ନିମନ୍ତେ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 15 AUG 2022 9:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଶ୍ୱ ନେତାମାନଙ୍କୁ ସେମାନଙ୍କ ଅଭିନନ୍ଦନ ଶୁଭେଚ୍ଛା ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ପ୍ରତିକି୍ରୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆପଣଙ୍କ ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ, ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ସମୟାନୁଯାୟୀ ତିଷ୍ଠି ରହିଛି ଏବଂ ଏହା ଆମର ଲୋକମାନଙ୍କ ପାଇଁ ବହୁତ ଫଳପ୍ରଦ ହୋଇପାରିଛି ’’

Thank you for your Independence Day wishes, PM Anthony Albanese. The friendship between India and Australia has stood the test of time and has benefitted both our peoples greatly. @AlboMP #IndiaAt75 https://t.co/mKMSF5gfdP

— Narendra Modi (@narendramodi) August 15, 2022

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆମର ସ୍ୱାଧୀନତା ଦିବସ ଉପଲକ୍ଷେ ଆପଣଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଉଛି, ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଏବଂ ସଶକ୍ତ ଭାରତ-ମାଳଦ୍ୱୀପ ବନ୍ଧୁତ୍ୱ ଉପରେ ଆପଣଙ୍କ ସଶ୍ରଦ୍ଧ ଶବ୍ଦକୁ ମଧ୍ୟ ମୁଁ ପୂର୍ଣ୍ଣ ହୃଦୟର ସହକାରେ ଧନ୍ୟବାଦ ଜ୍ଞାପନ କରୁଛି ’’

Grateful for your wishes on our Independence Day, President @ibusolih. And for your warm words on the robust India-Maldives friendship, which I second wholeheartedly. #IndiaAt75 https://t.co/tOMZOgBbei

— Narendra Modi (@narendramodi) August 15, 2022

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ସ୍ୱାଧୀନତା ଦିବସରେ ଆପଣଙ୍କ ଶୁଭେଚ୍ଛା ନେଇ ମୁଁ ଅତ୍ୟନ୍ତ ଖୁସି, ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ଭାରତ ବାସ୍ତବରେ ଫ୍ରାନ୍ସ ସହ ଥିବା ଏହାର ଘନିଷ୍ଠ ସମ୍ପର୍କକୁ ସମ୍ମାନ ଜଣାଉଛି ଆମ୍ଭ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଶ୍ୱର ମଙ୍ଗଳ ପାଇଁ ମଧ୍ୟ ଉପଯୋଗୀ ’’

Touched by your Independence Day greetings, President @EmmanuelMacron. India truly cherishes its close relations with France. Ours is a bilateral partnership for global good. #IndiaAt75 https://t.co/VDIclrPd5Y

— Narendra Modi (@narendramodi) August 15, 2022

ଭୁଟାନ ପ୍ରଧାନମନ୍ତ୍ରୀ କରିଥିବା ଏକ ଟ୍ୱିଟ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ସ୍ୱାଧୀନତା ଦିବସରେ ତାଙ୍କ ବାର୍ତ୍ତାକୁ ନେଇ ମୁଁ ଭୁଟାନ ପ୍ରଧାନମନ୍ତ୍ରୀ ଲୋତୟ ସେରିଙ୍ଗଙ୍କୁ ଧନ୍ୟବାଦ ଜଣାଉଛି ଘନିଷ୍ଠ ପଡ଼ୋଶୀ ତଥା ମୂଲ୍ୟବାନ ବନ୍ଧୁ ଭୁଟାନ ସହିତ ଥିବା ଆମ୍ଭର ସ୍ୱତନ୍ତ୍ର ସମ୍ପର୍କକୁ ସମସ୍ତ ଭାରତୀୟ ସମ୍ମାନ କରୁଛନ୍ତି ’’

I thank @PMBhutan Lotay Tshering for his Independence Day wishes. All Indians cherish our special relationship with Bhutan - a close neighbour and a valued friend. #IndiaAt75 https://t.co/1TyGBMGRD4

— Narendra Modi (@narendramodi) August 15, 2022

କମନୱେଲଥ ଅଫ ଡୋମିନିକା ପ୍ରଧାନମନ୍ତ୍ରୀ କରିଥିବା ଏକ ଟ୍ୱିଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆମ ସ୍ୱାଧୀନତା ଦିବସରେ ଆପଣଙ୍କ ଅଭିନନ୍ଦନ ନିମନ୍ତେ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ଆଗାମୀ ଦିନରେ ଭାରତ କମନୱେଲଥ ଅଫ ଡୋମିନିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା ’’

Thank you, PM Roosevelt Skerrit, for your greetings on our Independence Day. May the bilateral relations between India and the Commonwealth of Dominica continue to grow in the coming years. @SkerritR #IndiaAt75 https://t.co/3ibvjiVvWw

— Narendra Modi (@narendramodi) August 15, 2022

ମରିସସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ପ୍ରତିକି୍ରୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆପଣଙ୍କ ସ୍ୱାଧୀନତା ଦିବସ ଶୁଭେଚ୍ଛା ଗ୍ରହଣ କରି ବେଶ୍ ସମ୍ମାନିତ ମନେ କରୁଛି, ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନଥ ଭାରତ ମରିସସର ଅତ୍ୟନ୍ତ ଗଭୀର ସାଂସ୍କୃତିକ ସମ୍ପର୍କ ରହିଛି ଦୁଇଦେଶର ନାଗରିକଙ୍କ ପାରସ୍ପରିକ ଫାଇଦା ନିମନ୍ତେ ଆମ ରାଷ୍ଟ୍ରଦ୍ୱୟ ବିଭିନ୍ନ କ୍ଷେତ୍ରରେ ପରସ୍ପରକୁ ସହଯୋଗ ମଧ୍ୟ କରୁଛନ୍ତି ’’

Honoured to receive your Independence Day wishes, PM Pravind Kumar Jugnauth. India and Mauritius have very deep cultural linkages. Our nations are also cooperating in a wide range of subjects for the mutual benefit of our citizens. @KumarJugnauth #IndiaAt75 https://t.co/sPGmOXiwJB

— Narendra Modi (@narendramodi) August 15, 2022

ମାଡାଗାସ୍କର ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆମର ସ୍ୱାଧୀନତା ଦିବସ ଉପଲକ୍ଷେ ଆପଣଙ୍କ ଶୁଭେଚ୍ଛା ନିମନ୍ତେ ଧନ୍ୟବାଦ ଜଣାଉଛି ରାଷ୍ଟ୍ରପତି ଆଣ୍ଡ୍ରି ରଜୋଲିନା ଏକ ବିଶ୍ୱସ୍ତ ବିକାଶ ଭାଗୀଦାର ଭାବେ, ଭାରତ ଉଭୟ ଦେଶର ଲୋକଙ୍କ ହିତ ପାଇଁ ସବୁବେଳେ ମାଡାଗାସ୍କର ସହ କାର୍ଯ୍ୟ କରିବ ’’

Thank you President Andry Rajoelina for wishing us on our Independence Day. As a trusted developmental partner, India will always work with Madagascar for the welfare of our people. @SE_Rajoelina #IndiaAt75 https://t.co/mIWdPIA4iP

— Narendra Modi (@narendramodi) August 15, 2022

ନେପାଳ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଆଗାମୀ ବର୍ଷଗୁଡ଼ିକରେ ଭାରତ-ନେପାଳ ବନ୍ଧୁତ୍ୱ ଆହୁରି ଉନ୍ନତ ହୋଇଚାଲିବ ବୋଲି ଆଶା ’’

Thank you for the wishes, PM @SherBDeuba. May the India-Nepal friendship continue to flourish in the years to come. #IndiaAt75 https://t.co/kmAyWmaJDC

— Narendra Modi (@narendramodi) August 15, 2022

ଚାନ୍ସଲର ସ୍କୋଜଙ୍କ ଶୁଭେଚ୍ଛା ବାର୍ତ୍ତାର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି: 

ମୁଁ ଚାନ୍ସଲର ସ୍କୋଜଙ୍କୁ ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି । ଭାରତ ଓ ଜର୍ମାନୀ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ଅଟନ୍ତି ଏବଂ ଆମ ବହୁମୁଖୀ ସହଭାଗୀତା ଉଭୟ ଦେଶର ଲୋକଙ୍କ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ । 
#IDAY2022 @Bundeskanzler

ରାଷ୍ଟ୍ରପତି ଏମରସନ ଡାମ୍ବୁଦଜୋ ନାନଗାଗୱାଙ୍କ ଶୁଭେଚ୍ଛା ବାର୍ତ୍ତାର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ରାଷ୍ଟ୍ରପତି ଏମରସନ ଡାମ୍ବୁଦଜୋ ନାନଗାଗୱାଙ୍କୁ ତାଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ । ଉଭୟ ଦେଶର ନାଗରିକଙ୍କ ଲାଭ ପାଇଁ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଁ ତାଙ୍କ ସହ ଏକମତ ।

SR



(Release ID: 1852156) Visitor Counter : 160