ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍କ୍ୱାସ୍ ମିକ୍ସଡ୍ ଡବଲ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 AUG 2022 4:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠି କ୍ରୀଡା ୨୦୨୨ ରେ ସ୍କ୍ୱାସ୍ ମିକ୍ସଡ ଡବଲ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଆମ କ୍ରୀଡାବିତମାନେ ସିଡବ୍ଳ୍ୟୁଜି ରେ ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷ ପ୍ରଦର୍ଶନ କରିବା ସର୍ବଦା ଆନନ୍ଦଦାୟକ ଅଟେ ସ୍କ୍ୱାସ୍ ମିକ୍ସଡ୍ ଡବଲ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିବା ପାଇଁ  ସୌରଭ ଘୋଷାଲ ଏବଂ  ଡିପିକା ପାଲିକଲଙ୍କୁ ଅଭିନନ୍ଦନ ସେମାନେ ବହୁତ କୌଶଳ ଏବଂ ଦଳଗତ ଖେଳ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ଶୁଭେଚ୍ଛା   #Cheer4India”

HS


(ରିଲିଜ ଆଡି: 1850925) ପରିଦର୍ଶକ କାଉଣ୍ଟର : 121