ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ସିଂହ ଦିବସ ଅବସରରେ ସିଂହ ସଂରକ୍ଷଣବାଦୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 10 AUG 2022 8:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସିଂହ ଦିବସ ଅବସରରେ ସିଂହ ସଂରକ୍ଷଣବାଦୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବଙ୍କ ଟୁଇଟ୍ ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

ବିଶ୍ୱ ସିଂହ ଦିବସରେ, ଯେଉଁମାନେ ମହାନ୍ ସିଂହବଂଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ମୁଁ ସେମାନଙ୍କୁ ପ୍ରଶଂସା କରୁଛି   ଏସୀୟ ସିଂହ ପାଇଁ ଭାରତ ସର୍ବଦା ଏକ ସୁରକ୍ଷିତ ଘର ଅଟେ

HS


(रिलीज़ आईडी: 1850690) आगंतुक पटल : 206
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam